ରମିୟ 15:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି । အခန်းကိုကြည့်ပါ။ |
ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା ।
ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ ।