ରମିୟ 15:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 କିରିସ୍ଟ ଜିସୁର୍ ଦାଙ୍ଗ୍ଡା ଇସାବେ ଜିଉଦି ନଇଲା ଲକ୍ମନର୍ ପାଇ କାମ୍ କର୍ବାକେ ପରମେସର୍ ମକେ ବାଚ୍ଲାଆଚେ । ପରମେସରର୍ ସୁବ୍କବର୍ ଜାନାଇବା ପାଇ ମୁଇ ଗଟେକ୍ ଦରମ୍ ଗୁରୁ ଇସାବେ କାମ୍କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍ମନ୍ ଗଟେକ୍ ସୁକଲ୍ ବଲି ଇସାବେ ପର୍ମେସର୍କେ ସର୍ପିଦେବାଇ । ଏ କାମ୍ ସୁକଲ୍ଆତ୍ମା ପୁରାପୁରୁନ୍ କର୍ସି । အခန်းကိုကြည့်ပါ။ |
ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି ।
ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ ।