ରମିୟ 15:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ଏ ବାଇବଇନିମନ୍ ତମର୍ ବିସ୍ବାସ୍ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍ମେସରର୍ ବାକିଅ ତମେ ନିକସଙ୍ଗ୍ ବୁଜ୍ଲାସ୍ନି ଆରି ଏବେ ତମେ ବିନ୍ ଲକ୍ମନ୍କେ ମିସା ସିକାଇପାର୍ସା । အခန်းကိုကြည့်ပါ။ |
ତମେ ବେସି ବିସଇଟାନେ ପୁରାପୁରୁନ୍ ଆଚାସ୍ । ସବୁ ବିସଇଟାନେ ସାଉକାର୍ ଅଇଆଚାସ୍ । ବିସ୍ବାସେ ଡାଁଟ୍ଆଚାସ୍, ବାକିଅ ସିକାଇବାକେ ଜାନିଆଚାସ୍, ବାକିଅତେଇ ତମର୍ ଗିଆନ୍ ଜବର୍ ଆଚେ, ସଙ୍ଗର୍ ବିସ୍ବାସିମନ୍କେ ସାଇଜ କର୍ବାଟା ଆରି ଆମର୍ପାଇ ରଇବା ତମର୍ ଆଲାଦ୍ ବେସି ବଡ୍ ଆଚେ । ସେନ୍ତାରିସେ ଦାନ୍ ଦେବାଟାନେ ମିସା ଅଦିକ୍ ଅଦିକ୍ ଦିଆସ୍ ବଲି ଆମେ ମନ୍ କଲୁନି ।