ରମିୟ 14:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ବିନ୍ ଲକର୍ ଦାଙ୍ଗ୍ଡାମନ୍କେ ଆମେ ବିଚାର୍ କର୍ବାର୍ ନାଇ । କାଇକେବଇଲେ ସେମନ୍ କର୍ବା କାମ୍ କଲାଇ ଆଚତ୍ କି ନାଇ ବଲି ତାକର୍ ସାଉକାର୍ ଦେକ୍ସି । ଆରି ପର୍ମେସର୍ ଜନ୍ଟା ମନ୍ କଲାନି, ସେମନ୍ ସେଟା କର୍ବାଇ । କାଇକେବଇଲେ ପର୍ମେସର୍ ସେମନ୍କେ ସାଇଜ କଲାନି । အခန်းကိုကြည့်ပါ။ |