5 ସେଟାର୍ପାଇ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।
ସେଟାର୍ ପାଇ ପରମେସରର୍ ଆରି ମୁନୁସର୍ ମୁଆଟେ ନିର୍ମଲ୍ ବିବେକ୍ ଇସାବେ ଚଲାଚଲ୍ତି କର୍ବାକେ ସବୁବେଲେ ଚେସ୍ଟା କଲିନି ।
ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ ।
ଆମର୍ ପାଇ ପାର୍ତନା କର୍ତେରୁଆ । ଆମର୍ ବିବେକ୍ ଆମେ କରିରଇବା କାମ୍ ସତ୍ ବଲି ସାକିଦେଲାନି ।
ତମର୍ କାଇ ବୁଲ୍ ନ ରଇଲେ ମିସା ମୁର୍ଚିକରି ରଇଲେ, ତେଇ ପର୍ମେସର୍ ସାର୍ଦା ଅଇସି । କାଇକେବଇଲେ ତମେ ତାର୍ ମନ୍ କଲାଟା ସିଦ୍ କଲାସ୍ନି ।
ମାତର୍ ମନ୍ବିତ୍ରେ ସୁଆଲ୍ ରଇକରି, ସନ୍ମାନ୍ ଦେଇକରି କାତାଉଆ । ତମର୍ ବିବେକ୍ ତମ୍କେ ଦସି ନ କର । ଜେନ୍ତାରିକି ତମର୍ ନିକ ଚଲାଚଲ୍ତି ବିରୁଦେ ଜେତ୍କି ଲକ୍ ନିନ୍ଦା କର୍ବାଇ, ତାକର୍ କାତାଇସେ ସେମନ୍ ଲାଜ୍ ଅଇବାଇ ।