14 ମାପ୍ରୁ ଜିସୁକିରିସ୍ଟର୍ ଆତ୍ଆତିଆର୍ ଦାରି ରଉଁ । ଆରି ଆମର୍ ପାପର୍ ଗୁନ୍ଚଲନ୍ ନ ମାନିକରି ଆମେ ମନ୍ କର୍ବାଟା ପୁରାପୁରୁନ୍ ନ କରୁ ।
ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।
ଜନ୍ ଲକ୍ମନ୍ କିରିସ୍ଟ ଜିସୁର୍, ସେମନ୍ ତାକର୍ ଗାଗଡ୍କେ ତାର୍ ମନ୍ କର୍ବାଟା ଆରି ଆସା କର୍ବାଟା ସଙ୍ଗ୍ କୁର୍ସତେଇ ମରାଇ ଆଚତ୍ ।
ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ଏ ରକାମର୍ ନିୟମ୍ ବେସି ଗିଆନ୍ ରଇଲାପାରା ଡିସ୍ସି । ବାଦିଅକରି ଦୁତ୍ମନ୍କେ ଉପାସନା କର୍ବାଟାନେ ଆରି ଲକ୍ମନ୍କେ ଦେକାଇଅଇଲା ପାରା ନିଜ୍କେ ନିଚ୍କରି ଆରି ଗାଗଡ୍କେ କସ୍ଟ ଦେବା ବିସଇ ସିକାଇବାଇ । ମାତର୍ ଏ ସବୁ ନିୟମ୍ ଲକ୍ମନର୍ ପାପର୍ ଗୁନ୍ଚଲନ୍ ଜାଗ୍ରତ୍ କରି ସଙ୍ଗଇବାକେ କାଇ ମୁଲିଅ ନ ରଏ ।
ଏ ମର୍ ମଇତର୍ମନ୍, ତମେ ଏ ଜଗତେ ବିଦେସି ପାରା ଆଚାସ୍ ଆରି ଚନେକର୍ ପାଇସେ ଇତି ରଇଲାସ୍ନି । ତମର୍ ଗାଗ୍ଡେ ରଇବା ପାପର୍ ଗୁନ୍ଚଲନେ ଅନି ଆଇବା ସବୁ ରକାମ୍ କାରାପ୍ ମନ୍କର୍ବା ଟାନେଅନି ଦୁରିକେ ରୁଆ ।