ରମିୟ 12:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ପରମେସର୍ ମକେ ଜିବନ୍ଦୁକାଇକରି ଅଦିକାର୍ ଦେଲାକେ ତମ୍କେ ସବୁ ଲକ୍କେ କଇଲିନି, । କେ ମିସା ମୁଇ ବିନ୍ ଲକର୍ଟାନେଅନି ବଡ୍ ବଲି ବାବାନାଇ । ପରମେସର୍ ତମ୍କେ ଜେତ୍କି ବିସ୍ବାସ୍ ଦେଲାଆଚେ, ସେତ୍କି ନିଜ୍କେ ବିଚାର୍ କରା । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।
ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !