20 ଏଲେ ସାସ୍ତରର୍ ଲେକା ଇସାବେ “ତମର୍ ସତ୍ରୁ ବୁକେ ରଇଲେ, ତାକେ କାଇବାକେ ଦିଆସ୍, ସସେ ରଇଲେ, ପାନି କୁଆ । ଏନ୍ତାର୍କଲେ ସେ ତମ୍କେ କରିରଇବା ଅନିଆଇର୍ ଲାଗି ବେସି ଲାଜ୍ ଅଇଜାଇସି ।”
ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା ।
“ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା ।
ମିଚ୍ କାମ୍ କରି ଆରିଜାଆ ନାଇ, ସବୁ ବିସଇ ସତ୍ ବାବେ କରି ଜିତିକରି ରୁଆ ।