15 ଜଦି ଗଟେକ୍ ଲକ୍କେ ସାର୍ଦାର୍ ଦିନ୍ ଆଇଲାଆଚେ, ତେବେ, ତାର୍ ସଙ୍ଗ୍ ମିସି ସାର୍ଦା କରା, ଜଦି ଦୁକର୍ ଦିନ୍ ଆସିରଇଲେ, ସେ ଲକର୍ ସଙ୍ଗ ମିସି ଦୁକ୍ କରା ।
ଆରି ମାପ୍ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍ ଲାଗାର୍ଲିତାର୍ ଲକ୍ ଆରି ଗତିଆ କୁଟୁମ୍ ତାକର୍ ସଙ୍ଗ୍ ସାର୍ଦା କର୍ବାର୍ ଦାର୍ଲାଇ ।
ଆରି ଜିଉଦିମନର୍ ତେଇଅନି କେତେକ୍ କେତେକ୍ ଲକ୍ମନ୍ ମାର୍ତା ଆରି ମରିୟମ୍ ଲଗେ ତାର୍ ମରିଜାଇରଇବା ବାଇର୍ ବିସଇ ସାଁତାଇବାକେ ଆସିରଇଲାଇ ।
ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା ।
ଗଟେକ୍ ବାଗ୍ ଦୁକା ଅଇଲେ, ଆରି ଅଲ୍ଗା ବାଗ୍କେ ମିସା ଦୁକା ଅଇସି । ଗଟେକ୍ ବାଗ୍ ଡାକ୍ପୁଟା ଅଇଲେ, ସେମନ୍ ସବୁ ମିସି ସାର୍ଦା ଅଇବାଇ ।
ଜଦି କିରିସ୍ଟର୍ ଲଗେ ରଇବା କାର୍ ବିସ୍ବାସ୍ ଉନା ଅଇସି ବଇଲେ ମକେ ମିସା ଦୁର୍ବଲ୍ ଲାଗ୍ସି । କେ ଜଦି ପାପ୍ କଲେ, ତାର୍ ଲାଗି ମୁଇ ବେସି ଦୁକ୍ କସ୍ଟ ପାଇଲିନି ।
ସେଟାର୍ପାଇ ମୁଇ ତମ୍କେ ଚିଟି ଲେକିରଇଲି । ଜନ୍ ଲକ୍ମନ୍ ମକେ ସାର୍ଦା କରାଇବାର୍ ଆଚେ, ମୁଇ ଆଇଲେ ସେମନ୍ସେ ମକେ ଦୁକ୍ ଦେଅତ୍ ବଲି ମନ୍ କରିନାଇ । ମୁଇ ଜାନି, ମୁଇ ସାର୍ଦା ଅଇକରି ରଇଲେ, ତମେ ମିସା ସବୁଲକ୍ ସାର୍ଦା ଅଇରଇସା ।
କାଇକେ ବଇଲେ ସେ ତମ୍କେ ଦେକ୍ବାକେ ବେସି ମନ୍ କଲାନି । ଆରି ତାକେ ବେମାର୍ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍ ବଲି ସେ ଜାନିରଇଲା ।
ତେବର୍ପାଇ ମୁଇ ତାକେ ଆରିତରେକ୍ ବେସି ସାର୍ଦା ସଙ୍ଗ୍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍ ଦେକି ସାର୍ଦା ଅଇସା ଆରି ମୁଇ ମିସା ଦୁକ୍ ନ କରି ।
ବନ୍ଦି ଗରେ ରଇବା ଲକ୍ମନ୍କେ ତମେ ତାକର୍ ସଙ୍ଗ୍ ରଇଲାପାରା ଦୟା ଦେକାଆ । ଦୁକ୍କସ୍ଟ ଅଇରଇବା ଲକ୍ମନ୍କେ ନିଜେ ତାକର୍ପାରା ଦୁକ୍କସ୍ଟ ପାଇଲୁନି ବଲି ଏତାଆ ।