11 ନିସତ୍ ନଅଇକରି ଲାଗିରୁଆ । ଜିବନ୍ ପରାନ୍ ଦେଇକରି ପର୍ମେସର୍କେ ସେବା କରା ।
ଏନ୍ତାରି ଅଇ ପାପ୍ ଅଦିକ୍ ଅଦିକ୍ ଅଇସି ଆରି ପର୍ମେସର୍ ପାଇରଇବା ଲକ୍ମନର୍ ଆଲାଦ୍ ସିତଲ୍ ଅଇଜାଇସି ।
ସାଉକାର୍ କଇଲା, “ଅଇରେ କାମ୍କେ ନଇଲା ବାଡୁ ! ତୁଇତା ଜାନିରଇଲୁସ୍, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍ ଟୁଲିଆଇବି ।
ସେ ମାପ୍ରୁ ଜିସୁର୍ ବାଟ୍ ବିସଇ ସିକିଆ ପାଇରଇଲା ଆରି ଆତ୍ମାଇ ପୁରାପୁରୁନ୍ ଅଇକରି ବେସି ସାର୍ଦା ସଙ୍ଗ୍ ସତ୍ କାତା ବାର୍କରି, ସିକିଆ ଦେଇତେ ରଇଲା । ମାତର୍ କାଲି ଜଅନ ଡୁବନ୍ ଦେବା ବିସଇ ଜାନି ରଇଲା ।
ଜିଉଦିମନର୍ କୁଟ୍ ପାଁଚ୍ନାର୍ ଲାଗି, ମକେ ଜନ୍ ଦୁକ୍ କସ୍ଟ ପାଇକରି ମୁରଚ୍ବାକେ ପଡ୍ଲା, ସେ ବିତ୍ରେ ମୁଇ ପରମେସରର୍ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍ ତଲେକରି, କାମ୍ କଲିଆଚି ।
ମାପ୍ରୁ ଡାକ୍ଲାବେଲେ ଜେ ଗତିଦାଙ୍ଗ୍ଡା ରଇଲା ସେ ଏବେ ମୁକ୍ଲି ରଇଲା ଲକ୍ । କାଇକେବଇଲେ ମାପ୍ରୁ ତାକେ ମୁକ୍ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍ଲିକରି ଆଚେ, ସେ କିରିସ୍ଟର୍ ଗତିଦାଙ୍ଗ୍ଡା ।
ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି ।
ଏ ସାଉକାର୍ମନ୍, ତମର୍ ଦାଙ୍ଗ୍ଡାମନ୍କେ ଜତନ୍ କରା ଆରି ସେମନ୍କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍ତି କରା । କାଇକେବଇଲେ ସର୍ଗେ ମିସା ତମର୍ ପାଇ ଗଟେକ୍ ସାଉକାର୍ ଆଚେ ବଲି ଏତାଆ ।
ଏଟାର୍ ମିସ୍ତେ ସେମନ୍ ଅଲସ୍ ଅଇବାଟା ସିକ୍ବାଇ । ଆର୍ ଗରେ ତାର୍ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍ କାତା କଇ ବିନ୍ ଲକର୍ ବିସଇ କାତାବାର୍ତା ଅଇବାଇ ।
ସେଟାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
ମାତର୍ ତମର୍ ଚଲାଚଲ୍ତିତେଇ ମକେ ଗଟେକ୍ ବିସଇ ବଲ୍ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍ କର୍ତେରଇଲାସ୍, ଏବେ ସେନ୍ତାରି କରାସ୍ ନାଇ ।