ରମିୟ 11:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ତେବେ କାଇଟା ଅଇଲା ? ଇସ୍ରାଏଲର୍ ଲକ୍ମନ୍ ନିଜେ ଦରମ୍ ବଲାଇଅଇବାକେ ଗଟେକ୍ ବାଟ୍ କଜ୍ଲାଇ । ମାତର୍ ତେଇଅନି ଗଟେକ୍ ସାନ୍ ଦଲ୍କେସେ ପର୍ମେସର୍ ବାଚିରଇଲା । ଆରି ବାକିଲକ୍ମନ୍ କେ ମିସା ସେ ଡାକ୍ଲାକେ ସୁନତ୍ ନାଇ । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।