34 କାଇକେବଇଲେ ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ । “ପରମେସର୍ ମନେ ଚିନ୍ତା କର୍ବାଟା କେ ବୁଜି ପାରତ୍ ? ତାକେ କେ ମିସା ବୁଦିର୍ କାତା କଇବାକେ ଲଡାନାଇ ।”
ସାସ୍ତରେ ଲେକା ଅଇଲାପାରା କେ ମିସା ମାପ୍ରୁର୍ ମନର୍ କାତା ଜାନି ନାପାରତ୍, କି କେ ମିସା ତାକେ ସିକାଇ ନାପାରତ୍ । ମାତର୍ ଆମେ କିରିସ୍ଟର୍ ମନ୍ ପାଇଆଚୁ ।