ରମିୟ 11:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ଏଟା ଜିଉଦି ଅଇରଇବା ଲକ୍ମନର୍ ପାଇ ମିସା ସେନ୍ତାରିସେ । ଏବେ ସେମନ୍ କାତା ନ ମାନ୍ଲେ ମିସା, ତମ୍କେ ଜେନ୍ତାରି ପର୍ମେସର୍ ଦୟା ଦେକାଇ ଆଲାଦ୍ କଲାଆଚେ, ସେ ପଚ୍କେ ସେମନ୍କେ ମିସା ଦୟା ଦେକାଇସି । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।