30 ଜିଉଦିନଇଲା ଲକ୍ମନ୍ ତମେ ପୁର୍ବେ ପରମେସରର୍ କାତା ନ ମାନ୍ତେ ରଇଲାସ୍, ମାତର୍ ଜିଉଦିମନ୍ କାତା ନ ମାନ୍ଲାର୍ ପାଇ, ଏବେ ତମେ ପରମେସରର୍ ଜିବନ୍ ଦୁକାନିର୍ ଆଲାଦ୍ ପାଇଆଚାସ୍ ।
କାଇକେବଇଲେ ପର୍ମେସର୍ ଜନ୍ ଲକ୍ମନ୍କେ ବାଚିକରି ଆସିର୍ବାଦ୍ କର୍ସି, ସେ ଦାନ୍ ଦେବାକେ ଜାଗର୍ତା ରଇସି ।
ଏଟା ଜିଉଦି ଅଇରଇବା ଲକ୍ମନର୍ ପାଇ ମିସା ସେନ୍ତାରିସେ । ଏବେ ସେମନ୍ କାତା ନ ମାନ୍ଲେ ମିସା, ତମ୍କେ ଜେନ୍ତାରି ପର୍ମେସର୍ ଦୟା ଦେକାଇ ଆଲାଦ୍ କଲାଆଚେ, ସେ ପଚ୍କେ ସେମନ୍କେ ମିସା ଦୟା ଦେକାଇସି ।
ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ତାର୍ ଦୟା ଦେକାଇସି, ଆରି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଜେନ୍ତାରି କି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଏ ବିସଇ ସାସ୍ତରେ ଲେକା ଆଚେ । ମୁଇ ଜିଉଦିନଇଲା ଲକ୍ମନର୍ ବିତ୍ରେ ତମ୍କେ ଡାକ୍ପୁଟା କର୍ବି, ସବୁବେଲା ତମର୍ ଡାକ୍ପୁଟାର୍ ଗିତ୍ ଗାଇବି ।
ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍ଡାଦାଙ୍ଗ୍ଡି ବିସଇନେଇ ଲେକ୍ବି । ସେ ବିସଇନେଇ ମାପ୍ରୁର୍ ଲଗେଅନି କାଇ ଆଦେସ୍ ପାଇନାଇ । ମାତର୍ ପର୍ମେସର୍ ମକେ ଦୟା କରି ଗଟେକ୍ ସତ୍ଦରମ୍ ଲକ୍ ଇସାବେ ନିଜର୍ ମନର୍ କାତା କଇଲିନି ।
ପର୍ମେସର୍ ତାର୍ ଜିବନ୍ ଦୁକାଇକରି ଆମ୍କେ ଏ ସେବାକାମ୍ ଦେଲାଆଚେ । ସେଟାର୍ପାଇ, ଆମେ ବପୁ ନଇଲା ଲକର୍ ପାରା କାମ୍ କରୁନାଇ ।
ପୁର୍ବେ ତମେ ମିସା ଏ ସବୁ କାମେ ମିସି ରଇକରି ସେନ୍ତାରି ଚଲାଚଲ୍ତି କର୍ତେରଇଲାସ୍ ।
ମର୍ ପଅ ତିମତି, ମୁଇ ତକେ ଏଟା ତିଆର୍ଲିନି, ତମେ କାଇଟା କର୍ସା ବଲି ସୁକଲ୍ଆତ୍ମା କେତେଟା ବବିସତ୍ବକ୍ତାମନ୍କେ ଜାନାଇରଇଲା ଇସାବେ ମୁଇ ଏଟା କଇଲିନି । ସେ ବବିସତ୍ବକ୍ତାମନ୍ କଇଲା ବିସଇ ସୁବ୍କବରର୍ ଦେକାରକା କର୍ବା ଜୁଇଦର୍ କାମେ ତମେ ଜେନ୍ତିକି ସାର୍ଦା ସଙ୍ଗ୍ ମିସ୍ସା, ସେ ବିସଇ କଇଲିନି ।
ପର୍ମେସର୍ ଜେବେ ସପତ୍କରି କଇରଇଲା ଜେ, ସେମନ୍ ତାର୍ ପୁଣ୍ଡ୍ବାଦେସେ କେବେମିସା ପୁରି ନାପାରତ୍, ସେବେଲେ ସେ କନ୍ ଲକ୍ମନ୍କେ କଇରଇଲା ? ଜନ୍ଲକ୍ମନ୍ ତାର୍ କାତା ନିଚ୍ତେ ରଇଲାଇ ସେମନ୍କେସେ ।
ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।