29 କାଇକେବଇଲେ ପର୍ମେସର୍ ଜନ୍ ଲକ୍ମନ୍କେ ବାଚିକରି ଆସିର୍ବାଦ୍ କର୍ସି, ସେ ଦାନ୍ ଦେବାକେ ଜାଗର୍ତା ରଇସି ।
ଜିଉଦିନଇଲା ଲକ୍ମନ୍ ତମେ ପୁର୍ବେ ପରମେସରର୍ କାତା ନ ମାନ୍ତେ ରଇଲାସ୍, ମାତର୍ ଜିଉଦିମନ୍ କାତା ନ ମାନ୍ଲାର୍ ପାଇ, ଏବେ ତମେ ପରମେସରର୍ ଜିବନ୍ ଦୁକାନିର୍ ଆଲାଦ୍ ପାଇଆଚାସ୍ ।
ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
ଜନ୍ ଲକ୍ମନ୍ ଏନ୍ତାରି ବାଚିଅଇଲାଇ ଆଚତ୍, ସେମନ୍କେ ଡାକିଆଚେ । ସେ ଲକ୍ମନ୍କେ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇ, ତାର୍ ଡାକ୍ପୁଟାଇ ମିସାଇ ଆଚତ୍ ।
ଏ ବାଇବଇନିମନ୍, ପର୍ମେସର୍ ତମ୍କେ ବାଚ୍ଲା ବେଲେ ତମେ କେନ୍ତାର୍ ରଇଲାସ୍ ବାବିଦେକା । ଜଗତର୍ ବିଦି ଇସାବେ ବେସିଲକ୍ ଗିଆନି ନ ରଇଲାସ୍ । ବେସିଲକ୍ ନେତା ନ ରଇଲାସ୍ ଆରି ବଡ୍ ଗରେ ଜନମ୍ ନ ଅଇରଇଲାସ୍ ।
ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ ।
ଏ ସବୁର୍ଲାଗି ମାପ୍ରୁର୍ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍ରୁ ତମ୍କେ କେନ୍ତାରି ଚଲାଚଲ୍ତି କର୍ବାକେ ଡାକ୍ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍କେ ବାବୁଜିଆ କଲିନି ।
ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ ।
ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
ତମ୍କେ ଜେନ୍ତି ଜିଉନା କାଉନା କର୍ବାପାଇ ପର୍ମେସର୍ ବାଚ୍ଲା ଆଚେ, ସେନ୍ତାରି ଚଲାଚଲ୍ତି କରାଇବାକେ ଆମେ ପର୍ମେସର୍କେ ଗୁଆରି କଲୁନି । ସେ ତାର୍ ବପୁସଙ୍ଗ୍ ସବୁ ଆସା କର୍ବା ସତ୍ ପୁରାପୁରୁନ୍ କରି ତମର୍ ବିସ୍ବାସ୍ ଡାଁଟ୍ କର । ସେଟାର୍ପାଇ ଆମେ ସବୁବେଲେ ତମର୍ଲାଗି ପାର୍ତନା କଲୁନି ।
ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା ।
ଏ ମର୍ ବିସ୍ବାସି ବାଇବଇନିମନ୍, ଜନ୍ଲକ୍ମନ୍କେ କି ପର୍ମେସର୍ ତାର୍ ଲକ୍ ବଲି ବାଚ୍ଲା ଆଚେ, । ଆମେ ଜିସୁର୍ ବିସଇ ଅଲପ୍ ବାବିଦେକୁ । କାଇକେବଇଲେ ଜେତ୍କି ସବୁ ବିସଇ ଆମର୍ ବିସ୍ବାସର୍ ଲାଗି ଆଚେ, ତାକେ ସେ ପର୍ମେସର୍ ବଡ୍ ପୁଜାରି ଇସାବେ ପାଟାଇଲା ।
ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା, “ମାପ୍ରୁ ଗଟେକ୍ ସପତ୍ କଲା ଆଚେ ତୁଇ ସବୁଦିନର୍ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍ଲାଏ । ତମେ କାଲ୍କାଲ୍ ଜୁଗ୍ ଜୁଗର୍ ପାଇ ପୁଜାରି ଅଇସା ।”
ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ ।