ରମିୟ 11:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 ସୁବ୍ କବର୍ ବିସ୍ବାସ୍ ନ କରି ଜିଉଦିମନ୍ ପର୍ମେସରର୍ ସତ୍ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାସ୍ । ଏନ୍ତାରି ଅଇଲେମିସା ପର୍ମେସର୍ ଜନ୍ କାତା ତାକର୍ ଆନିଦାଦିମନ୍କେ ଦେଇରଇଲା, ଆରି ସେମନ୍ ତାର୍ ବାଚିରଇବା ଲକ୍ମନ୍ ଅଇଲାକେ ମିସା, ସେମନ୍ ତାର୍ ଲକ୍ ଅଇଆଚତ୍ । အခန်းကိုကြည့်ပါ။ |