26 ତାର୍ ପଚେ ଇସ୍ରାଏଲିଅମନ୍ ସବୁ ଲକ୍ ଏ ସାସ୍ତରର୍ ଇସାବେ ରକିଆ ପାଇବାଇ । ମୁକ୍ତିକାରିଆ ଜିଉଦିମନର୍ ବିତ୍ରେ ଅନି ଆଇସି, ଆରି ତାର୍ ଲାଗି ଜାକୁବର୍ କୁଟୁମେଅନି ସବୁ ତାକର୍ କାରାପ୍ ଚଲାଚଲ୍ତି ଚାଡ୍ବାଇ ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ସେଟାର୍ପାଇ ପରମେସର୍ ତାର୍ ସେବାକାରିଆକେ ବାଚ୍ଲା ଆରି ତମ୍କେ ସବୁ ଲକ୍କେ ବାନିଆ ବାଟେଅନି ବାଉଡାଇଆନ୍ବାକେ ଆରି ଆସିର୍ବାଦ୍ କର୍ବାକେ ପର୍ତୁମ୍ ତାକେ ତମର୍ ଲଗେ ପାଟାଇଲା ।”
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।