ରମିୟ 11:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 ତମେ ଜିଉଦିନଇଲା ଲକ୍ମନ୍ ବନର୍ ଜିତ୍ ଗଚର୍ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍ବାଟାନେ କଲାପାରା ନ କରି, ପର୍ମେସର୍ ନିଜେ ଜତନ୍ କର୍ବା ଗଚେ, ତମ୍କେ ଜଡ୍ଲାଆଚେ । ଜିଉଦିମନ୍ ସେ ନିଜେ ଜତନ୍ କରିରଇବା ଗଚର୍ପାରା । ସେନ୍ତାର୍ଆଲେ ଗଚ୍ବୁନ୍ଦେ ରଇବା କେନ୍ଦାମନ୍କେ ଆଗର୍ ଜାଗାଇ ନେଇ ଜଡ୍ବାକେ କେତେକ୍ ଅଦିକ୍ ସଅଜ୍ ଅଇସି । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।