23 ଜଦି ଜିଉଦିମନ୍ ବିସ୍ବାସ୍ କଲେ, ଗଚର୍ ବୁନ୍ଦେ ରଇବା ତାକର୍ ଆଗର୍ ଜାଗାଇ ପର୍ମେସର୍ ସେମନ୍କେ ବାଉଡାଇସି । କାଇକେବଇଲେ ସେଟା ପର୍ମେସର୍ସେ କରିପାରେ ।
ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।
ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ ।
ତମେ ଜିଉଦିନଇଲା ଲକ୍ମନ୍ ବନର୍ ଜିତ୍ ଗଚର୍ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍ବାଟାନେ କଲାପାରା ନ କରି, ପର୍ମେସର୍ ନିଜେ ଜତନ୍ କର୍ବା ଗଚେ, ତମ୍କେ ଜଡ୍ଲାଆଚେ । ଜିଉଦିମନ୍ ସେ ନିଜେ ଜତନ୍ କରିରଇବା ଗଚର୍ପାରା । ସେନ୍ତାର୍ଆଲେ ଗଚ୍ବୁନ୍ଦେ ରଇବା କେନ୍ଦାମନ୍କେ ଆଗର୍ ଜାଗାଇ ନେଇ ଜଡ୍ବାକେ କେତେକ୍ ଅଦିକ୍ ସଅଜ୍ ଅଇସି ।
ମାତର୍ ସାସ୍ତର୍ କଇଲାନି, “ଜଦି ଜେ ମାପ୍ରୁର୍ ବାଟେ ମନ୍ ବାଉଡାଇଲେ, ତାର୍ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।”
ଆମେ ଏନ୍ତାରି ଜାନୁ ଜେ, ସେମନ୍ ବିସ୍ବାସ୍ କରତ୍ ନାଇଜେ ପର୍ମେସର୍ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍ ପୁରି ନାପାର୍ଲାଇ ।