ରମିୟ 11:22 - ସତିଅର୍ ବାଟ୍ ନୁଆ ନିୟମ୍ 202022 ଇତିଅନି ଆମେ ଦେକ୍ଲୁନି ପରମେସର୍ କେନ୍ତି ଆଲାଦ୍କାରିଆ, ଆରି ସାସନ୍କାରି ମିସା ! ଜନ୍ ଲକ୍ମନ୍ ତାର୍ କାତା ମାନତ୍ ନାଇ, ସେମନ୍କେ ଡଣ୍ଡ୍ ଦେଲା । ମାତର୍ ତାର୍ ଦୟା ତମେ ଡାଟ୍ ସଙ୍ଗ୍ ଦାରିରଇଲେ, ସେ ତମ୍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍କେ ମିସା କାଟିଦେଇସି । အခန်းကိုကြည့်ပါ။ |