2 ପରମେସର୍ ମୁଲେଅନି ବାଚିରଇଲା ତାର୍ ଲକ୍ମନ୍କେ କେବେ ମିସା ଚାଡେନାଇ । ତମେ ସାସ୍ତରେ ପଡିଆଚାସ୍, ଏଲିଅ କେନ୍ତି ଇସ୍ରାଏଲ୍ ମନର୍ ପାପର୍ ଚଲାଚଲ୍ତିର୍ପାଇ ପରମେସର୍କେ ପାର୍ତନା କରିରଇଲା,
ମଲାଟାନେଅନି ଉଟ୍ବା ବିସଇ ମସା ଲେକ୍ଲା ବଇଟାନେ ପଡାସ୍ ନାଇ କି ? ପର୍ମେସର୍ ଜଇଲାଗ୍ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପର୍ମେସର୍ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍ ଏ ଲକ୍ମନ୍ ସବୁ ମରିଗାଲାଇ ଆଚତ୍ ।
ଜିସୁ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇକରି ଜର୍ଦନ୍ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍ ଟାନେ ପରିକା କରାଇବାକେ ତାକେ ଆତ୍ମା ଚାଲାଇ ନେଲା । ତେଇ ଚାଲିସ୍ ଦିନ୍ ଜାକ ସଇତାନ୍ ତାକେ ପରିକା କର୍ତେରଇଲା ।
ମାଇଜି କଇଲା, “ଆଗିଆଁ, ତମର୍ ଲଗେତା ପାନି ଜିକ୍ବାକେ ବାଲ୍ଟିନାଇ, ଆରି ଏ କୁଇସାଲ୍ ବେସି ଡେଙ୍ଗ୍ ଆଚେ । କନ୍ତିଅନି ତମେ ଜିବନ୍ ଦେବା ପାନି ମିଲାଇସୁ ?
ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ ।
ମାପ୍ରୁ ଏ କାତା କଇଲାନି, ଜେ କି ବେସି ଆଗ୍ତୁ ଏ କାତା କଇରଇଲା ।”
“ସେଟାର୍ ପାଇ ଏ ଇସ୍ରାଏଲର୍ ବାଇମନ୍, ତମେ ଆରି ତମର୍ ନେତାମନ୍ ଜିସୁକେ ଜାଇଟା କଲାସ୍, ସେଟା ନାଜାନିକରି କଲାସ୍, ଏଟା ମୁଇ ଜାନି ।
ସେଟାର୍ପାଇ ସେମନ୍ ଆରଣ୍କେ କଇଲାଇ, “ଆମ୍କେ ମିସର୍ ଦେସେଅନି ବାର୍କରାଇ ଆନ୍ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍କେ ବାଟ୍ ଦେକାଇ ନେବାକେ କେତେଟା ପୁତ୍ଲା ବନାଇ ଦେ । ସେମନ୍ ଆମର୍ ଦେବ୍ତା ଅଇ ବାଟ୍ଦେକାଇବାଇ ।”
ଏଲେ ମିସା ତମେ ଜାନିଆଚାସ୍, ଜଦି ତମେ କାକେ ତର୍ ତଲେ ଆକା ମୁଇ ବଲି କଇକରି ତାର୍ ପୁରାପୁରୁନ୍ କାତାମାନ୍ସା ବଇଲେ, ତମେ ତାର୍ ଗେନ୍ଲା ଗତିଦାଙ୍ଗ୍ଡା । ଜଦି ପାପର୍ ଗତିଦାଙ୍ଗ୍ଡା ଅଇସା, ଏଟାର୍ ଦସା ଅଇସି ମରନ୍, ଜଦି ଦରମର୍ ବାଟେ ଇଣ୍ଡ୍ସା, ବଇଲେ ନ ସାର୍ବା ଜିବନ୍ ପାଇସା ।
ଆରି ସେ ତାର୍ ବେସି ବଡ୍ ଡାକ୍ପୁଟା ଦେକାଇବାକେ ଆମ୍କେ ବେସି ଜିବନ୍ଦୁକାଇଲା ଆଚେ । ଆରି ଆମ୍କେ ବେସି ଆଗ୍ତୁ ସେ ବାଚି ରଇଲା ।
ପରମେସର୍ ତାର୍ କାତା ଦେଇରଇଲାଟା ପୁରାପୁରୁନ୍ କରେନାଇ ବଲି ମୁଇ କଇନାଇ । କାଇକେବଇଲେ ଇସ୍ରାଏଲିୟମନର୍ କେତେଟା ନାତିତିତିମନ୍ ପରମେସରର୍ ଲକ୍ ନଅତ୍,
ମନେ ରଅ, ପର୍ମେସରର୍ ଲକ୍ମନ୍ ଜଗତର୍ ଲକ୍ମନର୍ ବିଚାର୍ କର୍ବାଇ । ସେନ୍ତାର୍ଆଲେ, ଏ ଗଟେକ୍ ସାନ୍ ବିସଇ ବିଚାର୍ କରିନାପାରାସ୍ କି ?
ମାତର୍ ଜନ୍ଲକ୍ ଜଦି ପର୍ମେସର୍କେ ଆଲାଦ୍ କଲାନି, ତାକେ ପର୍ମେସର୍ ଜାନେ ।
ମୁଇ ଜିଇରଇଲେ, କିରିସ୍ଟର୍ପାଇ ନିକ ସଙ୍ଗ୍ କାମ୍ କରିଅଇସି । ମାତର୍ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍ଲିନି ।
ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା ।
ତାର୍ ଜଜ୍ନା ଇସାବେ ବାବା ପର୍ମେସର୍ ତମ୍କେ ଡାକ୍ଲା ଆଚେ । ତାର୍ ସୁକଲ୍ ଆତ୍ମାଇ ସେ ତମ୍କେ ତାର୍ ସୁକଲ୍ ଲକ୍ କରାଇସି । ତମେ ଜିସୁ କିରିସ୍ଟକେ ମାନିକରି, ତାର୍ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍ନା କଲା । ତାର୍ ଜିବନ୍ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍ ତମ୍କେ ମିଲ ।