ରମିୟ 11:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ । အခန်းကိုကြည့်ပါ။ |