ରମିୟ 11:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଜିଉଦିମନର୍ ନ ମାନ୍ବାଟା, ଜଗତର୍ ବିନ୍ ଲକ୍ମନ୍କେ ବେସି ଆସିର୍ବାଦ୍ ମିଲ୍ଲା । ଜିଉଦିମନ୍ ପର୍ମେସର୍କେ ନ ମାନ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ତାର୍ଟାନେ ଅନି ବଡ୍ ଆସିର୍ବାଦ୍ ପାଇଲାଇ । ସେନ୍ତାର୍ ଆଲେ ପଚ୍କେ ବାଚି ରଇବା ସବୁ ଜିଉଦିମନ୍ ବିସ୍ବାସ୍ କଲେ, ସେ ଆସିର୍ବାଦ୍ କେତେକ୍ ଅଦିକ୍ ଅଇସି । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।