ରମିୟ 11:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ମର୍ ସଙ୍ଗର୍ ଜିଉଦିମନ୍ ଜଟିଆଇ ଅଇକରି ଆଜିଜାଇ ନସ୍ଟ ଅଇଗାଲାଇ । ମାତର୍ ସେମନ୍କେ ବାଉଡାଇ ଆନ୍ବାକେ ପର୍ମେସର୍ ନାପାରେ ବଲି ବାବ୍ଲାସ୍ନି କି ? ନାଇ ସେ ପାର୍ସି । ସେମନ୍ ପର୍ମେସରର୍ ବାକିଅ ନିଚ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାଇ ଆଚତ୍ । ଜେନ୍ତାରି କି ଜିଉଦିମନ୍ ଇଁସା ଅଇଜିବାଇ । အခန်းကိုကြည့်ပါ။ |