5 ନିୟମ୍ ମାନ୍ବାତେଇଅନି ଦରମ୍ଲକ୍ ଅଇବା ବିସଇ ମସା ଲେକ୍ଲା ଆଚେ । ଜଦି ଜନ୍ ଲକ୍ମନ୍ ନିୟମର୍ ସବୁଜାକ ଆଦେସ୍ ମାନ୍ବାଇ, ସେମନ୍ ବଁଚ୍ବାଇ ।
ଆରି ମୁଇ ମରିଗାଲି । ଜନ୍ ନିୟମ୍ ଜିବନ୍ ଦେବାକେ ଟିକ୍ କରିରଇଲା, ସେଟା ମର୍ ପାଇ ମରନ୍ ଆନ୍ଲା ।
ନିୟମ୍ ମାନ୍ବାଟା ଆରି ବିସ୍ବାସ୍ କର୍ବାଟା ଦୁଇଟା ମୁଲ୍କେ ନ ମିସେ । ଦରମ୍ ସାସ୍ତରେ ଲେକାଆଚେ, ଜନ୍ ଲକ୍ ନିୟମର୍ ଦାବି ଇସାବେ କାମ୍ କର୍ସି ସେ ଜିବନ୍ ପାଇସି ।
ଜେନ୍ତାରି କି ମୁଇ ତାର୍ ସଙ୍ଗ୍ ପୁରାପୁରୁନ୍ ମିସିରଇବି । ରିତିନିତି ମାନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ଅଇବି ବଲି ଚେସ୍ଟା କର୍ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍ ବାଦୁଲେ କିରିସ୍ଟକେ ବିସ୍ବାସ୍ କଲାର୍ପାଇ ପର୍ମେସର୍ ମକେ ଦରମ୍ ଲକ୍ ଇସାବେ ଦେକ୍ଲାନି ।