21 ମାତର୍ ପର୍ମେସର୍ ଇସ୍ରାଏଲର୍ ବିସଇ କଇଲାନି, “ଗୁଲାଇଦିନ୍ ସେମନ୍କେ ଡାକି ନେବାକେ ଆତ୍ ଲାମାଇଲି, ମାତର୍ ସେମନ୍ ମକେ ନ ମାନିକରି ବିରଦ୍ କଲାଇ ।”
ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ ।
ସାସ୍ତରେ ଲେକା ଅଇଲା ଆରି ଗଟେକ୍ ବିସଇ ମିସା ସେମନ୍ ଏତାଇବାର୍ ଆଚେ । “ଏ ପାକ୍ନା କେତେ ଲକର୍ପାଇ ବାଦା ଆନ୍ସି । ତେଇ ବେସି ଲକ୍ ଜଟିଆଇ ଅଇ ଅଦର୍ବାଇ ।” “ସେମନ୍ ପର୍ମେସରର୍ ବାକିଅ ବିସ୍ବାସ୍ ନ କଲାର୍ପାଇ ଜଟିଆଇ ଅଇ ଅଦର୍ବାଇ । ଏଟା ତାକର୍ପାଇ ପର୍ମେସରର୍ ଜଜ୍ନା ରଇଲା ।”