20 ଜିସାଇଅ ଆରି ମିସା ଡାଟ୍ସଙ୍ଗ୍ କଇଲା ଆଚେ, “ଜନ୍ ଲକ୍ମନ୍ ମକେ ନ କଜ୍ତେରଇଲାଇ, ସେମନ୍ ମକେ ବେଟ୍ ପାଇଲାଇ, ଜନ୍ ଲକ୍ମନ୍ ମର୍ ବିସଇ ନ ପାଚାର୍ତେ ରଇଲାଇ, ମୁଇ ନିଜେ ସେମନ୍କେ ଦେକାଇଅଇଲି ।”
ଜିସୁ ଏ କାତା କଇସାରାଇ କଇଲା, “ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।”
ଆରି ସାଉକାର୍ ସେ ଗତିଦାଙ୍ଗ୍ଡାକେ କଇଲା, “ଗଡର୍ ସଡକ୍ ପାଲି ରଇଲା ଲକ୍ମନ୍କେ ଆରି ଗାଏଁ ରଇଲା ଗରିବ୍ ଲକ୍ମନ୍କେ ଜାଇକରି ଡାକିଆନ୍ । ମର୍ ଗରେ ଲକ୍ ପୁରୁନ୍ ଅଅତ୍ ବଲି ମୁଇ ମନ୍ କଲିନି ।”
ଲକ୍ମନ୍କେ ନିଜର୍ ମୁଆଟେ ଦରମ୍ ବଲାଇ ଅଇବାକେ, ପରମେସର୍ ଜନ୍ ଜଜ୍ନା କଲା, ସେଟା ସେମନ୍ ନିଚ୍ଲାଇ । ମାତର୍ ନିଜେ ଜଜ୍ନା ତିଆର୍ କରି, ନିୟମର୍ ବାଟେ ଇଣ୍ଡ୍ଲାଇ ।
ସେଟାର୍ ପାଇ ଜିଉଦି ନଇଲାଲକ୍ମନର୍ ବିସଇନେଇ ଏଟା କଇପାରୁ, ସେମନ୍ ଦରମ୍ ଲକ୍ ବଲାଇ ଅଇବାକେ ମନ୍ କରି ନ ରଇଲାଇ ମିସା, ସେମନର୍ ବିସ୍ବାସ୍ ଲାଗି ସେମନ୍ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇଲାଇ ଆଚତ୍ ।
ମାତର୍ ଇସ୍ରାଏଲର୍ ଲକ୍ମନ୍ ନିୟମ୍ ଆନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାକେ ବେସି ଚେସ୍ଟା କଲାଇ, ମାତର୍ ନାପାର୍ଲାଇ ।
ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇ ଆମେ ତାକେ ଆଲାଦ୍ କଲୁନି ।