16 ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।”
ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା । ଏ ଲକ୍ମନ୍ ସୁନି ସୁନି ମିସା କାଇଟା ନ ବୁଜତ୍ ଦେକ୍ତେରଇବାଇ, ମାତର୍ ନ ଦେକ୍ଲା ପାରା ।
ମାତର୍ ତମେ ମକେ ବିସ୍ବାସ୍ କରାସ୍ନାଇ, କାଇକେବଇଲେ ତମେ ମର୍ ମେଣ୍ଡାମନ୍ ନୁଆସ୍ ।
ତେଇ କେତେ ଲକ୍ ପାଉଲ୍ କଇଲା କାତା ବିସ୍ବାସ୍ କଲାଇ, ମାତର୍ କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ ।
ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ ।
ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି ।
ତେବେ କାଇଟା ଅଇସି ? ଜିଉଦିମନର୍ ବିତ୍ରେଅନି କେତେ ଲକ୍ ବିସ୍ବାସ୍ ନ କଲେ ପରମେସର୍ କାତା ଦେଇରଇବାଟା ପୁରାପୁରୁନ୍ ନ ଅଏ କି ?
ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି ।
ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
ତମେ ନିମାନ୍ ସଙ୍ଗ୍ ଆଗ୍କେ ଜାଇତେ ରଇଲାସ୍ ! ସତ୍ ବାଟେ ଇଣ୍ଡ୍ଲା ବେଲେ, କେ ତମ୍କେ ଅଟ୍କାଇଲା ? କାରାପ୍ ବାଟେ ଜିବାକେ କେ ଉସ୍କାଇଲା ?
ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି ।
ଅବ୍ରାଆମ୍ ମିସା ତାର୍ ବିସ୍ବାସର୍ ଲାଗି ପର୍ମେସରର୍ କାତା ମାନ୍ଲା । ପର୍ମେସର୍ ତାର୍ପାଇ ସଙ୍ଗଇରଇବା ଗଟେକ୍ ଦେସେ ଜା ବଲି କଇଲାକେ, ସେ ଦାପ୍ରେ ମାନ୍ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍ କଲା ।
କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ ।
ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
ସାସ୍ତରେ ଲେକା ଅଇଲା ଆରି ଗଟେକ୍ ବିସଇ ମିସା ସେମନ୍ ଏତାଇବାର୍ ଆଚେ । “ଏ ପାକ୍ନା କେତେ ଲକର୍ପାଇ ବାଦା ଆନ୍ସି । ତେଇ ବେସି ଲକ୍ ଜଟିଆଇ ଅଇ ଅଦର୍ବାଇ ।” “ସେମନ୍ ପର୍ମେସରର୍ ବାକିଅ ବିସ୍ବାସ୍ ନ କଲାର୍ପାଇ ଜଟିଆଇ ଅଇ ଅଦର୍ବାଇ । ଏଟା ତାକର୍ପାଇ ପର୍ମେସରର୍ ଜଜ୍ନା ରଇଲା ।”
ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍, ନିଜର୍ ନିଜର୍ ମୁନୁସ୍ମନର୍ କାତାମାନିକରି ରୁଆ । କାଇକେବଇଲେ ତାକର୍ ବିତ୍ରେ କେ ଜଦି ପର୍ମେସରର୍ ବାକିଅ ବିସ୍ବାସ୍ ନ କରିରଅତ୍, ତମର୍ ନିକ ଚଲାଚଲ୍ତି ଦେକିକରି ସେମନ୍ ମିସା ମନ୍ ବାଦ୍ଲାଇବାଇ । ତମ୍କେ ପଦେକ୍ କଇବାକେ ନ ପଡେ ।