7 ଜୁଇଦ୍ ପାଇ ତିଆର୍ ଅଇରଇବା ଗଡାମନର୍ପାରା ସେ ଚିଟ୍କାମନ୍ ଡିସ୍ତେରଇଲାଇ । ସେମନର୍ ମୁଣ୍ଡ୍ ସୁନାର୍ ମୁକୁଟ୍ ପିନ୍ଦି ରଇଲାଇ । ସେମନର୍ ମୁ ଲକ୍ମନର୍ ମୁ ପାରା ରଇଲା ।
ତେଇ ମୁଇ ଦେକ୍ଲି, ଆରି ଏଦେ ଦେକା ! ଗଟେକ୍ ଦବ୍ଲା ଗଡା ଡିସ୍ଲା । ତାକେ ଚାଲାଇବା ଲକର୍ ଆତେ ଦୁନୁ ରଇଲା । ତାକେ ଗଟେକ୍ ମୁକୁଟ୍ ଦିଆ ଅଇଲା । ସେ ତାର୍ ସତ୍ରୁମନ୍କେ ଆରାଇବାକେ ଦାପ୍ରେ ଗାଲା ।
ଦର୍ତନିଟାନେ ରଇବା ଦୁଆଁର୍ ଲାଗି, ତେଇଅନି ଚିଟ୍କାମନ୍ ବାରଇଲାଇ । ସେଟାମନ୍କେ ବିସ୍କାକ୍ଡାର୍ ପାରା ବପୁ ଦିଆଅଇରଇଲା ।