19 ଗଡାମନର୍ ବପୁ ତାକର୍ ଟଣ୍ଡେ ଆରି ତାକର୍ ଲେଞ୍ଜେ ମିସିକରି ରଇଲା । ତାକର୍ ଲେଞ୍ଜ୍ ମୁଣ୍ଡ୍ ରଇବା ସାଁପ୍ମନର୍ ପାରା ରଇଲା । ସେଟାସଙ୍ଗ୍ ସେମନ୍ ଲକ୍ମନ୍କେ ମାର୍ତେରଇଲାଇ ।
ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ ।
ବିସ୍କାକ୍ଡା ମନର୍ ପାରା ସେମନର୍ ଲେଞ୍ଜ୍ ଗଜିଆ ରଇଲା । ଆରି ବିସ୍କାକ୍ଡା ପାରା ଚାବ୍ତେରଇଲା । ପାଁଚ୍ମାସ୍ ଜାକ ଲକ୍ମନ୍କେ ନସାଇବାକେ ତାକର୍ ଲେଞ୍ଜର୍ ବପୁ ରଇଲା ।
ଗୁଲାଇ ମୁନୁସ୍ ଜାତିର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ସେ ତିନ୍ଟା ମର୍ଡିର୍ଲାଗି ମରିଗାଲାଇ । ଗଡାମନର୍ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍ପାରା ତିନ୍ଟା ମର୍ଡି ଅଇଲା ।
ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ ।