13 ପାର୍ଚିନ୍ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ଆସିକରି ମକେ ପାଚାର୍ଲା, “ଏ ଲକ୍ମନ୍ କାଇକେ ଦବ୍ ଲୁଗା ପିନ୍ଦି ଆଚତ୍ ଆରି ସେମନ୍ କନ୍ତିଅନି ଆଇଲାଇ ?”
ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍ ଜାନିଆଚାସ୍ । ସତଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍ କି ? ମାତର୍ ମୁଇ ମର୍ ନିଜର୍ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍ । ତମେ ତାକେ ନାଜାନାସ୍ ।
ପିତର୍ ସେମନ୍କେ ଦେକି କଇଲା, “ଏ ଇସ୍ରାଏଲର୍ ବାଇମନ୍, ତମେ କାଇକେ କାବାଅଇଜାଇ ଆମର୍ ବାଟେ ଏନ୍ତାର୍ ଦେକ୍ଲାସ୍ନି ? କାଇଟା ବାବ୍ଲାସ୍ନି ? ଆମର୍ ନିଜର୍ ବପୁସଙ୍ଗ୍ କି ଦରମ୍ସଙ୍ଗ୍ ଏ ଲକ୍କେ ଇଣ୍ଡ୍ବା ବପୁ ଦେଲୁଆଚୁ ?
ମାତର୍ ସାର୍ଦିସେ ରଇବା ତମର୍ ବିତ୍ରେ କେତେଲକ୍ ବସ୍ତର୍ ପରିଚଲ୍ କରି ଆଚାସ୍ । ମୁଇ ଆଇବା ଦିନ୍ମନ୍କେ ସୁକଲ୍ ବସ୍ତର୍ ପିନ୍ଦିକରି ମର୍ ସଙ୍ଗ୍ ଇଣ୍ଡ୍ସା । କାଇକେ ବଇଲେ ତମେ ସେଟା କର୍ବାକେ ଅଦିକାର୍ ପାଇ ଆଚୁସ୍ ।
କଡେ ଚାରିଟା ପାର୍ଚିନ୍ମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମୁଆଟେ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିରଇସି । ସେମନ୍ ପିନ୍ଦି ରଇବା ମୁକୁଟ୍ ବସ୍ବା ଜାଗାର୍ ମୁଆଟେ ପିଙ୍ଗିଦେଇକରି କଇଲାଇ,
ସେ ବସ୍ବା ଜାଗାର୍ ଗୁଲ୍ଟି ବିତ୍ରେ କଡେ ଚାର୍ଟା ବସ୍ବା ଜାଗା ରଇଲା । ତେଇ ଦବ୍ଲୁଗା ପିନ୍ଦିକରି ଆରି ସୁନାର୍ ମୁକୁଟ୍ ପିନ୍ଦି କଡେଚାରିଟା ପାର୍ଚିନ୍ମନ୍ ବସିରଇଲାଇ ।
ମୁଇ ଆରିତରେକ୍ ଦେକ୍ଲି । ତେଇ ଅଜାର୍ ଅଜାର୍ ଦୁତ୍ମନର୍ ସବଦ୍ ସୁନ୍ଲି । ସେ ଦୁତ୍ମନ୍ ଚାରିଟା ପସୁମନର୍ ଆରି ପାର୍ଚିନ୍ମନର୍ ଚାରିବେଟ୍ତି ଟିଆ ଅଇଲାଇ ।
ତାର୍ପଚେ ଗଟେକ୍ ପାର୍ଚିନ୍ ମକେ କଇଲା, “କାନ୍ଦ୍ନାଇ, ଏଦେ ଦେକା ! ଜିଉଦା ବଁସେଅନି ଆଇବା ସିଅଁ, ଜେ କି ଦାଉଦର୍ ଗଟେକ୍ ଡାକ୍ପୁଟାର୍ ନାତିତିତି, ସେ ଜିତ୍ଲାଆଚେ । ସେ ସାତ୍ଟା ସିଲ୍ ବାଙ୍ଗାଇସି ଆରି କାଗଜ୍ ମେଲାକରି ପାର୍ସି ।”
ତାର୍ପଚେ ମୁଇଦେକ୍ଲି ଏଦେ ଦେକା ! ତେଇ ଏତେକ୍ ମାନ୍ଦା ଲକ୍କେ ଦେକ୍ଲି ଜେ ସେ ଲକ୍ମନ୍କେ କେ ମିସା ଏଜି ନାପାରତ୍ । ସେମନ୍ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍ ବସ୍ବା ଜାଗାର୍ ମୁଆଟେ ଆରି ମେଣ୍ଡାପିଲାର୍ ମୁଆଟେ ଟିଆଅଇଲାଇ । ସେମନ୍ ଦବ୍ ଲୁଗାପିନ୍ଦିକରି ଆରି ଆତେ କଜ୍ରି ଡାଲ୍ ଦାରିରଇଲାଇ ।