ପର୍କାସିତ 6:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ତେଇ ମୁଇ ଦେକ୍ଲି, ଆରି ଏଦେ ଦେକା ! ଗଟେକ୍ ଦବ୍ଲା ଗଡା ଡିସ୍ଲା । ତାକେ ଚାଲାଇବା ଲକର୍ ଆତେ ଦୁନୁ ରଇଲା । ତାକେ ଗଟେକ୍ ମୁକୁଟ୍ ଦିଆ ଅଇଲା । ସେ ତାର୍ ସତ୍ରୁମନ୍କେ ଆରାଇବାକେ ଦାପ୍ରେ ଗାଲା । အခန်းကိုကြည့်ပါ။ |
ଜିଉଦି ନ ଅଇଲା ଲକ୍ମନ୍ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍ଟା । ଏବେ ମଲା ଲକ୍ମନର୍ ବିଚାର୍ ଅଇସିବେ । ବବିସତ୍ବକ୍ତାମନ୍ ଜେ କି ତମର୍ ଦାଙ୍ଗ୍ଡା ଅଇରଇଲାଇ, ସେମନ୍କେ ପୁରୁସ୍କାର୍ ଦେବା ବେଲା କେଟ୍ଲା । ତକେ ଜେତ୍କି ନାମ୍ବା ଲକ୍, ବଡ୍ସାନ୍ ସମାନ୍ ଅଇକରି ଦର୍ତନିକେ ବିନାସ୍ କରିରଇବା ଲକ୍ମନ୍ ଏବେ ନିଜେ ବିନାସ୍ ଅଇବାଇ ।
ତାର୍ପଚେ କାଁଚ୍ ପାରା ଡିସ୍ବା ସମ୍ଦୁର୍ ସଙ୍ଗ୍ ଜଇ ମିସାଇଲା ପାରାଟା ଗଟେକ୍ ଦେକ୍ଲି । ପସୁ ଆରି ତାର୍ ମୁର୍ତି ଉପ୍ରେ ଜୁଇଦ୍ କରି ଜିତିରଇବା ଲକ୍ମନ୍କେ ମିସା ମୁଇ ଦେକ୍ଲି । ସେ ପସୁର୍ ନାଉଁ ଗଟେକ୍ ଲମରର୍ ବାଦୁଲେ ରଇଲା । ସେମନ୍ କାଁଚର୍ ସମ୍ଦୁର୍ ପାଲିବାଟେ ଟିଆ ଅଇରଇଲାଇ । ପର୍ମେସର୍ ସେମନ୍କେ ଦେଇରଇବା ବିଣା ତାକର୍ ଆତେ ରଇଲା ।