14 ବାଦଲ୍ ଦୁଇପଡା ଅଇଗାଲା ଆରି କାଗଜ୍ପାରା ଗୁଡିଆଇଅଇଲା । ଗଟେକ୍ ଗଟେକ୍ ଡଙ୍ଗର୍ ଆରି ଚାରିବେଟ୍ତି ପାନିରଇ ମଜାଇ ରଇବା ସୁକ୍ଲା ଜାଗା ତାର୍ ଜାଗାଇ ଅନି ଅସକ୍ଲାଇ ।
ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
ସମ୍ଦୁର୍ ମଜାଇ ରଇବା ସୁକ୍ଲା ଜାଗାମନ୍ ସବୁ କୁପ୍ଲି, କି ଡଙ୍ଗର୍ମନ୍ ନ ରଇଲା ।
ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ ।
ତାର୍ପଚେ ଏଦେ ଦେକା ! ନୁଆ ସରଗ୍ ଆରି ନୁଆ ଜଗତ୍ ଦେକ୍ଲି । ପର୍ତୁମ୍ ସରଗ୍ ଆରି ପର୍ତୁମ୍ ଜଗତ୍ ଆରି ଡିସେନାଇ । ସମ୍ଦୁର୍ ମିସା ଆରି ଡିସେନାଇ ।