ପର୍କାସିତ 5:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ମୁଇ ଆରିତରେକ୍ ଦେକ୍ଲି । ତେଇ ଅଜାର୍ ଅଜାର୍ ଦୁତ୍ମନର୍ ସବଦ୍ ସୁନ୍ଲି । ସେ ଦୁତ୍ମନ୍ ଚାରିଟା ପସୁମନର୍ ଆରି ପାର୍ଚିନ୍ମନର୍ ଚାରିବେଟ୍ତି ଟିଆ ଅଇଲାଇ । အခန်းကိုကြည့်ပါ။ |
ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।