ପର୍କାସିତ 3:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ମୁଇ ତମ୍କେ ବୁଦି ସିକାଇବି । ମର୍ଟାନେଅନି ସୁନା ଗେନା । ସୁନା ବଇଲେ ଅସ୍ଲି ସୁନା । ଜେନ୍ତାରିକି ତମେ ସତଇସେ ସାଉକାର୍ ଅଇସା । ମର୍ଟାନେଅନି ସୁକଲ୍ ଲୁଗା ଗେନା । ଜେନ୍ତାରି କି ତମେ ଡୁମ୍ଣ୍ଡା ଅଇଲାର୍ ପାଇ ଲାଜ୍ ନ ଉଆସ୍ । ଲାଗାଇଅଇବା ଅସ ମିସା ମର୍ଟାନେଅନି ନିଆ । ସେଟା ତମର୍ ଆଁକିଟାନେ ଲାଗାଆ । ଜେନ୍ତାରିକି ତମେ ଦେକିପାର୍ସା । အခန်းကိုကြည့်ပါ။ |
ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।