16 ମାତର୍ ତମେ ଉସୁମ୍ ଅଇଲାର୍ ପାଇ ମୁଇ ତମ୍କେ ତୁକିଦେବି ।
ମର୍ପାଇ ରଇବା ଡାଟ୍ ଆଲାଦ୍ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍ତୁ କର୍ତେରଇବା ନିକ କାମ୍ମନ୍ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍ଲେ, ମୁଇ ତମର୍ଟାନେ ଆଇବି ଆରି ତମର୍ ବତିଡାଣ୍ଡି ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଗୁଚାଇଦେବି ।
ମୁଇ ତମର୍ ଚଲାଚଲ୍ତି ଜାନି । ତମେ ବେସି କାକର୍ ନାଇ କି ବେସି ତପ୍ଲାଟା ପାରା ନାଇ, ମାତର୍ ଉସୁମ୍ ପାନିପାରା ଆଚାସ୍ । ତମେ ତପତ୍ ଉଆ, ନଇଲେ କାକର୍ ଉଆ ବଲି ମୁଇ ମନ୍ କଲିନି ।
ତମେ କଇଲାସ୍ନି ମୁଇ ସାଉକାର୍, ମକେ ଜାଇ ଜାଇଟା ଦର୍କାର୍, ସେଟା ମର୍ଲଗେ ଆଚେ । ମାତର୍ ତମେ କେତେକ୍ କାକୁର୍ତି ଅଇଆଚାସ୍, ତମେ ଅର୍କିତ୍, ଡୁମ୍ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍ ।