ପର୍କାସିତ 3:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଜେ ଜିତ୍ସି, ମୁଇ ତାକେ ଆମର୍ ପର୍ମେସରର୍ ମନ୍ଦିରର୍ ମୁଲ୍ଡେଲି କର୍ବି । ଆରି ସେମନ୍ ତେଇଅନି କେବେ ମିସା ଚାଡି ନ ଜାଅତ୍ । ତାକର୍ ଉପ୍ରେ ମୁଇ, ମର୍ ପର୍ମେସରର୍ ନଅରର୍ ନାଉଁ ଆରି ନୁଆ ଜିରୁସାଲମର୍ ନାଉଁ ଲେକ୍ବି । ସେଟା ମର୍ ପର୍ମେସରର୍ ଟାନେଅନି ସର୍ଗେଅନି ଉତ୍ରି ଆଇସି । ତାକର୍ ଉପ୍ରେ ମିସା ମର୍ ନୁଆ ନାଉଁ ଲେକ୍ବି । အခန်းကိုကြည့်ပါ။ |
ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।