21 ମାପ୍ରୁ ଜିସୁ ଜିବନ୍ ଦୁକାଇଲାଟା ସବୁର୍ ଲଗେ ରଅ । ଆମେନ୍ !
ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।
ଗାୟସ୍ ତମ୍କେ ଜୁଆର୍ ଜାନାଇଲାନି । ମୁଇ ତାର୍ ଗରେ ରଇଲିନି ଆରି ତାର୍ ଗରେ ରୁଣ୍ଡ୍ବା ଇତିର୍ ବିସ୍ବାସିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଏ ଗଡର୍ ଡାବୁ ଇସାବ୍କିତାବ୍ କରୁ ଏରାସ୍ଟ ଆରି ବାଇ କାର୍ତ ମିସା ତମ୍କେ ଜୁଆର୍ ଜାନାଇଲାନି ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମ୍କେ ସବୁକେ ମିଲ ।
ଆରି ମକେ ଜେତ୍କି ବିସଇ ଦେକାଇରଇଲା, ମୁଇ ସେଟାମନ୍ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍ଟ ଜାନାଇରଇବା ପର୍ମେସରର୍ ସତ୍ ବାକିଅ ବଲି ମୁଇ ଡାଟ୍ ସଙ୍ଗ୍ କଇଲିନି ।
ମୁଇ ଜଅନ୍ ଆସିଆ ରାଇଜେ ରଇବା ସାତ୍ଟା ମଣ୍ଡଲିକେ ଲେକ୍ଲିନି । ପର୍ମେସର୍ ଟାନେଅନି ଆସିରଇବା ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ମିଲ । ସେ ଏବେ ଆଚେ । ଆଗ୍ତୁ ମିସା ରଇଲା ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ ବସିରଇବା ଜାଗାର୍ ମୁଆଟର୍ ସାତ୍ଟା ଆତ୍ମାମନର୍ ଟାନେଅନି
ଜିସୁ କଇଲାନି, “ସୁନା ମୁଇ ଦାପ୍ରେ ଆଇଲିନି । ଏ ବଇର୍, ଆଇବା ଦିନ୍ମନ୍କେ ଗଟ୍ବା କାତା, ଜେତ୍କି ଲକ୍ ନାମ୍ବାଇ, ସେମନ୍ କେଡେକ୍ କରମର୍ ଲକ୍ ।”