ପର୍କାସିତ 22:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ମାତର୍ ଜନ୍ ଲକ୍ମନ୍ ଲାଜ୍ ଅଇବା କାମ୍ମନ୍ କର୍ବାଇ, ଜେନ୍ତିକି, ଜନ୍ତର୍ ମନ୍ତର୍ ଅବିଆସ୍ କର୍ବାଇ, ବେସିଆ କାମ୍ମନ୍ କର୍ବାଇ, ନର୍ ମରାଇବାଇ, ମୁର୍ତି ପୁଜା କର୍ବାଇ, ଆରି କାତାଇ ଆରି କାମେ ମିଚ୍ କଇବାଇ, ସେମନ୍ ନଅରର୍ ବାଇରେ ରଇବାଇ । အခန်းကိုကြည့်ပါ။ |
ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।