ପର୍କାସିତ 21:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ମାତର୍ ଅସୁକଲ୍ ରଇବା କାଇ ବିସଇ ମିସା ସେ ନଅରେ ନ ପୁରେ । ଲାଜ୍ ଅଇବା କାମ୍ମନ୍ କର୍ବା ଲକ୍ କି ମିଚ୍ କଇବା ଲକ୍ କେ ମିସା ତେଇ ପୁରି ନାପାରତ୍ । ମେଣ୍ଡାପିଲାର୍ ବଇଲଗେ ଜାର୍ ନାଉଁ ଲେକାଅଇଆଚେ, ସେମନ୍ସେ, ସେ ନଅରେ ଜାଇପାରତ୍ । အခန်းကိုကြည့်ပါ။ |
ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍ସୁ, ଏ ଦୁଇଟା ମାଇଜିମନ୍ ସାନ୍ତି ସଙ୍ଗ୍ ରଇବାକେ ତୁଇ ସାଇଜ କର୍ । କାଇକେବଇଲେ ସୁବ୍କବର୍ ଜାନାଇବା କାମେ ସେମନ୍ ମର୍ସଙ୍ଗ୍ ରଇକରି ବେସି ଆବଡ୍ ଅଇଲାଇ ଆଚତ୍ । ସେନ୍ତାରିସେ କେଲେମେନ୍ଟ ଆରି ବିନ୍ ଲକ୍ମନ୍ ମିସା ମର୍ ସଙ୍ଗ୍ କାମ୍ କର୍ତେରଇଲାଇ । ପର୍ମେସର୍ ତାର୍ ବଇଟାନେ ସେମନର୍ ସବୁ ଲକର୍ ନାଉଁ ଲେକ୍ଲା ଆଚେ । ସେ ସବୁ ଲକ୍ ନ ସାର୍ବା ଜିବନ୍ ପାଇଲାଇ ଆଚତ୍ ।
ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।