24 ସେ ଉଜଲେ ଜଗତର୍ ଲକ୍ମନ୍ ଇଣ୍ଡିଜିବାଇ ଆରି ରାଜାମନ୍ ତାକର୍ ଦନ୍ ସଁପତି ତେଇ ଆନି ସର୍ପି ଦେବାଇ ।
କିରିସ୍ଟ ଜିସୁର୍ ଦାଙ୍ଗ୍ଡା ଇସାବେ ଜିଉଦି ନଇଲା ଲକ୍ମନର୍ ପାଇ କାମ୍ କର୍ବାକେ ପରମେସର୍ ମକେ ବାଚ୍ଲାଆଚେ । ପରମେସରର୍ ସୁବ୍କବର୍ ଜାନାଇବା ପାଇ ମୁଇ ଗଟେକ୍ ଦରମ୍ ଗୁରୁ ଇସାବେ କାମ୍କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍ମନ୍ ଗଟେକ୍ ସୁକଲ୍ ବଲି ଇସାବେ ପର୍ମେସର୍କେ ସର୍ପିଦେବାଇ । ଏ କାମ୍ ସୁକଲ୍ଆତ୍ମା ପୁରାପୁରୁନ୍ କର୍ସି ।
ମାକିଡନିଆ ଆରି ଗିରିସର୍ ଆକାୟାତେଇ ରଇବା ବିସ୍ବାସିମନ୍ ଜିରୁସାଲାମେ ରଇବା ଅର୍କିତ୍ ବିସ୍ବାସିମନର୍ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍ଲାଇ ।
ରାଇଜ୍ ମନର୍ ଡାକ୍ପୁଟା ଆରି ଦନ୍ ସଁପତି ସେ ନଅରେ ଆନ୍ବାଇ ।
ନଅରର୍ ବାଟର୍ ମଜାଇ ସେଟା ବଇ ଆଇତେରଇଲା । ଗାଡର୍ ଦୁଇବାଟେ ଜିବନର୍ ଗଚ୍ ରଇଲା । ସେ ଗଚ୍ ମାସ୍କେ ଗଟେକ୍ ତର୍ ଅଇ ବରସ୍କେ ବାରତର୍ ପଲ୍ ଦାର୍ସି । ରାଇଜ୍ମନ୍ ନିକ ଅଇବାକେ ତାର୍ ପତର୍ମନ୍ ରଇଲା ।