18 ଜାସ୍ପର୍ ନାଉଁର୍ ଗଟେକ୍ ବେସି ଦାମର୍ ଇରା ପାକ୍ନା ସଙ୍ଗ୍ କତି ତିଆର୍ ଅଇରଇଲା । ଅସ୍ଲି ସୁନା ସଙ୍ଗ୍ ନଅର୍ ତିଆର୍ ଅଇରଇଲା । ଆରି କାଁଚ୍ପାରା ସବୁ ଡିସ୍ତେରଇଲା ।
ସେ ନଅର୍ ପର୍ମେସରର୍ ମଇମାସଙ୍ଗ୍ ଜକ୍ମକି ଜାଇତେରଇଲା । ଗଟେକ୍ ବେସି ଦାମ୍ ରଇବା ଜାସ୍ପର୍ ନାଉଁର୍ ଇରାପାକ୍ନା ପାରା ଜକ୍ମକି ଜାଇତେରଇଲା । ସେ ପାକ୍ନାଇ ଦେକ୍ଲେ ଏବାଟେ ଅନି ସେବାଟର୍ଟା ସବୁ ଡିସ୍ତେରଇଲା ।
ସେ ନଅରର୍ କତିର୍ ମୁଲ୍ ପାକ୍ନାମନ୍ ବିନ୍ ବିନ୍ ରକାମର୍ ଇରାପାକ୍ନାମନର୍ ସଙ୍ଗ୍ ସୁନ୍ଦର୍ କରିରଇଲାଇ । ପର୍ତୁମ୍ ମୁଲ୍ ପାକ୍ନା ରଇଲା, ଇସ୍ପର୍ । ତାର୍ପଚର୍ ସପାୟର୍, ତାର୍ ପଚର୍ ଆଗାଟେ । ତାର୍ ପଚର୍ ଏମରଲ୍ ।
ବାର୍ଟା ମୁକ୍ତାଇ ବାର୍ଟା କାପାଟ୍ ତିଆର୍ ଅଇରଇଲା । ଗଟେକ୍ ଗଟେକ୍ କାପାଟ୍ ଗଟେକ୍ ଗଟେକ୍ ମୁକ୍ତାଇଅନି ତିଆର୍ ଅଇରଇଲା । ନଅରର୍ ବାଟ୍ ଅସ୍ଲି ସୁନାସଙ୍ଗ୍ ତିଆର୍ ଅଇରଇଲା । କାଁଚ୍ପାରା, ଏନେ ଅନି ଦେକ୍ଲେ ତେନର୍ଟାମନ୍ ଡିସ୍ତେରଇଲା ।
ଆରି ବସ୍ବା ଜାଗାର୍ ମୁଆଟେ ନିର୍ମଲ୍ ଅଇକରି ଡିସ୍ବା କାଁଚର୍ ସମ୍ଦୁର୍ ପାରା ରଇଲା । ବସ୍ବା ଜାଗାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ରଇଲାଇ । ତାର୍ ମୁଆଟ୍ ବାଟେ ଆରି ପଚ୍ବାଟେ ଆଁକିମନ୍ ରଇଲା ।