17 ଦୁତ୍ କତି ମିସା ନାପ୍ଲା । ସେଟା ୬୦ ମିଟର୍ ଉଁଚ୍ ରଇଲା ।
ସେ ପସୁର୍ ନମରର୍ ଅରତ୍ ଗଟେକ୍ ଗିଆନ୍ ରଇବା ଲକ୍ସେ ଜାନିଅଇସି । କାଇକେବଇଲେ ସେ ନମର୍ ଗଟେକ୍ ଲକର୍ ନାଉଁର୍ ବାଦୁଲେ ଆଚେ । ସେ ନମର୍ ଅଇଲାନି ୬୬୬ ।
ସେ ୧୪୪,୦୦୦ ଲକ୍ମନ୍ ବସ୍ବା ଜାଗାର୍ ଚାର୍ଟା ବଁଚିରଇବା ପସୁମନର୍, ପାର୍ଚିନ୍ମନର୍ ମୁଆଟେ ଟିଆଅଇଲାଇ । ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । ସେମନ୍ ଆକା ସେ ଗିତ୍ ଜାନିରଇଲାଇ । ସେମନ୍ସେ ମୁକ୍ତି ପାଇରଇବା ଲକ୍ମନ୍ ।
ସେ ନଅର୍ ପୁରାପୁରୁନ୍ ଚାରିକନିଆ ରଇଲା । ତାର୍ ଲମ୍ ଆରି ଅସାର୍ ସମାନ୍ ରଇଲା । ଦୁତ୍ ତାର୍ ନାପ୍ବା ଡାଙ୍ଗ୍ ସଙ୍ଗ୍ ନଅର୍ ନାପ୍ଲା । ସେ ନାପ୍ବା ଇସାବେ ସେଟା ଦୁଇଅଜାର୍ ଚାର୍ସ କିଲମିଟର୍ ଲମ୍ ରଇଲା । ତାର୍ ଲମ୍ ଅସାର୍ ଆରି ଉଁଚ୍ ସମାନ୍ ରଇଲା ।
ସାତ୍ଟା ଦୁତ୍ମନର୍ ବିତ୍ରେ ଗଟେକ୍ ଦୁତ୍, ଜାର୍ ଆତେ ସାତ୍ଟା ମର୍ଡି ରଇବା ଗିନା ରଇଲା, ସେ ମକେ ଆସି କଇଲା ଆଉ ମୁଇ ତକେ କନିଆ ଦାଙ୍ଗ୍ଡିକେ ଦେକାଇବି । ସେ ଅଇଲାନି ମେଣ୍ଡାପିଲାର୍ ମାଇଜି ।
ସେମନ୍ ସେ ଲକ୍ମନ୍କେ ଚିନ୍ କରି ସାରାଇଲା ପଚେ, ସଏ ଚାଲିସ୍ ଚାରି ଅଜାର୍ ଲକ୍ମନ୍କେ ଚିନ୍ ଦେଲୁ ବଲି ମକେ କଇଲା । ସେମନ୍ ଇସ୍ରାଏଲର୍ ବାର୍ଟା ବଁସେଅନି ରଇଲାଇ ।