29 ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
ଜଦି ଜାକେ ସୁନ୍ବାର୍ କାନ୍ ଆଚେ, ସେ ସୁନ ।”
ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍ ପାଇ ସେବେଲା ଗଟେକ୍ ସାନ୍ତିର୍ ବେଲା ରଇଲା । ସୁକଲ୍ ଆତ୍ମା ସେମନର୍ ସଙ୍ଗ୍ ରଇଲା ଜେ ଲକ୍ମନ୍ ଦିନ୍କେଦିନ୍ ଅଦିକ୍ ଅଦିକ୍ ଅଇ ଡାଟ୍ ଅଇଲାଇ । ଜିସୁକେ ବିସ୍ବାସ୍କର୍ବା ଲକ୍ମନ୍, ମାପ୍ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇକରି ସୁନା । ଜେ ଜିତ୍ସି, ତାକେ ମୁଇ ପର୍ମେସରର୍ ବାଡେ ପଲିରଇବା ଜିବନ୍ ଗଚର୍ ପଲ୍ କାଇବାକେ ଦେବି ।