ପର୍କାସିତ 2:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ତମେ ଜନ୍ ନଅରେ ରଇଲାସ୍ନି, ସେଟା ସଇତାନର୍ ସାସନର୍ ଜାଗା ବଲି ମୁଇ ଜାନି । ମାତର୍ ସେନ୍ତାର୍ ଅଇଲେମିସା, ତମେ ମକେ ବିସ୍ବାସ୍ କଲାସ୍ନି । ବିସ୍ବାସେ ମର୍କାମ୍ କର୍ବା ଦାଙ୍ଗ୍ଡା ଆନ୍ତିପା ମର୍ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍ବାସ୍ ଚାଡାସ୍ନାଇ । အခန်းကိုကြည့်ပါ။ |
ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ ।