ପର୍କାସିତ 19:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ଆସା ଆମେ ସାର୍ଦା ସଙ୍ଗ୍ ଗିତ୍ନାଟ୍ କରୁ ଆରି ତାର୍ କାବାଅଇଜିବା କାମର୍ପାଇ ତାକେ ଡାକ୍ପୁଟା କରୁ, କାଇକେବଇଲେ ମେଣ୍ଡାପିଲାର୍ ବିବା ଅଇବା ବେଲା ଲଗେ କେଟ୍ଲାବେ । ଆରି ତାର୍ କନିଆଦାଙ୍ଗ୍ଡିକେ ବିବା ଅଇବାକେ ନିଜେ ତିଆର୍ କଲାଆଚେ । အခန်းကိုကြည့်ပါ။ |