ପର୍କାସିତ 19:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ତାର୍ପଚେ ଗଟେକ୍ ଜବର୍ ମାନ୍ଦା ଲକର୍ପାରା ଆରି ବେସି ସବଦ୍ କରି ଉପ୍ରେ ଅନି ଅଦର୍ତେରଇବା ଗଟେକ୍ ଜଲାପାରା ଆରି ଗୁଡ୍ଗୁଡ୍ ଅଇ ଆଇବା ଗଡ୍ଗଡି ପାରା ଗଟେକ୍ ସବଦ୍ ସୁନ୍ଲି । ସେମନ୍ ଏନ୍ତାରି କଇତେରଇଲାଇ “ପର୍ମେସର୍କେ ଜୁଆର୍ କରା । ଆମର୍ ମାପ୍ରୁ ସବୁର୍ଟାନେଅନି ବପୁର୍ଟା । ଆମର୍ ପର୍ମେସର୍ ଅଇଲାନି ମାପ୍ରୁ ।” အခန်းကိုကြည့်ပါ။ |
ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା “ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।