ପର୍କାସିତ 19:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ଆସା ଆରି ରାଜାମନର୍, ମୁକିଆମନର୍ ଆରି ସଇନମନର୍ ମାଉଁସ୍ କାଇବାକେ ଆସା । ଗଡାମନର୍ ଆରି ତାକେ ଚାଲାଉମନର୍, ବଡ୍ ସାନ୍ ଲକ୍ମନର୍, ବନ୍ଦି ଆରି ମୁକ୍ଲି ରଇବା ଲକ୍ମନର୍ ସବୁ ଲକର୍ ମାଉଁସ୍ କାଇବାକେ ଆସା ।” အခန်းကိုကြည့်ပါ။ |
ଜିଉଦି ନ ଅଇଲା ଲକ୍ମନ୍ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍ଟା । ଏବେ ମଲା ଲକ୍ମନର୍ ବିଚାର୍ ଅଇସିବେ । ବବିସତ୍ବକ୍ତାମନ୍ ଜେ କି ତମର୍ ଦାଙ୍ଗ୍ଡା ଅଇରଇଲାଇ, ସେମନ୍କେ ପୁରୁସ୍କାର୍ ଦେବା ବେଲା କେଟ୍ଲା । ତକେ ଜେତ୍କି ନାମ୍ବା ଲକ୍, ବଡ୍ସାନ୍ ସମାନ୍ ଅଇକରି ଦର୍ତନିକେ ବିନାସ୍ କରିରଇବା ଲକ୍ମନ୍ ଏବେ ନିଜେ ବିନାସ୍ ଅଇବାଇ ।