ପର୍କାସିତ 19:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ତାର୍ପଚେ ଏଦେ ଦେକା ବେଲ୍ ଉପ୍ରେ ଗଟେକ୍ ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଆକାସର୍ ମଜାଇ ଉଡ୍ତେରଇବା ଜେତ୍କି ସବୁ ଚଡଇମନ୍କେ ସେ ଆକ୍ମାରି କଇଲା “ଆସା ପର୍ମେସରର୍ ବଡ୍ ବଜିତେଇ ଜିବାକେ ସବୁଲକ୍ ଟୁଲ୍ଉଆ । အခန်းကိုကြည့်ပါ။ |