9 ତାର୍ ବେସିଆ କାମେ ଆରି ଲାଲ୍ସା ଅଇ ମିସ୍ଲା ଜେତ୍କି ରାଜାମନ୍ ସେ ଜଇଲଗେ ପଡ୍ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍ମାରି କାନ୍ଦ୍ବାଇ ।
ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ ।
ଜଇଟାନେଅନି ଆଇବା ଦୁଆଁ, ଜନ୍ଟାକି ସେମନ୍କେ ଦୁକ୍ କସ୍ଟ ଦେଲାନି, ସେଟା କାଲ୍ କାଲ୍ ଜୁଗ୍ ଜୁଗ୍ ଉପ୍ରେ ଜାଇତେ ରଇସି । ପସୁକେ କି ତାର୍ ମୁର୍ତିକେ ପୁଜାକର୍ବା ଲକ୍ ଦିନ୍ରାତି ପୁଣ୍ଡି ନାପାରତ୍ । ଜେନ୍ତିକି ତାର୍ ନାଉଁର୍ ନେଇରଇବା ଲକ୍ମନର୍ପାଇ ମିସା ।
ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କଲାଇ । ଜଗତର୍ ଲକ୍ମନ୍ ତାର୍ ମଦ୍ କାଇକରି ମାତ୍ଲାଇ । ତାର୍ ଅରତ୍ ଅଇଲାନି, ତାକର୍ କାରାପ୍ ଚଲାଚଲ୍ତିକେ ସେମନ୍ ମାନ୍ଲାଇ ।
ସେ ନଅର୍ ପଡ୍ଲାକେ ତେଇଅନି ଉଟ୍ଲା ଦୁଆଁ ଦେକି ସେମନ୍ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍ ନଅର୍ ମିସା ନ ରଇଲା ।”
ସେ ବଡ୍ ନଅରର୍ ଦସାର୍ଲାଗି ସର୍ଗେ ରଇବା ଲକ୍ମନ୍ ସାର୍ଦା ଉଆ । ପର୍ମେସର୍ ସେ ନଅର୍କେ ଡଣ୍ଡ୍ ଦେଲାକେ ତମେ ବବିସତ୍ବକ୍ତାମନ୍, ପାର୍ଚିନ୍ମନ୍ ଆରି ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନ୍ ସାର୍ଦା ଉଆ । ସେ ନଅରର୍ ଲକ୍ମନ୍ ତମ୍କେ ତାଡ୍ନା କର୍ତେରଇଲାଇ ।
କାଇକେବଇଲେ ଜଗତର୍ ସବୁ ରାଇଜ୍ମନ୍, ତାର୍ ମଦ୍ କାଇ ମାତିଜାଇଆଚତ୍ । ଏଟାର୍ ଅରତ୍ ଅଇଲାନି ତାର୍ କାରାପ୍ ଚଲାଚଲ୍ତି ମାନ୍ବାକେ ସେମନ୍କେ ସୁତ୍ରାଇଲା । ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କର୍ବାର୍ ଅବିଆସ୍ କଲାଇ । ଜନ୍ ସଁପତି ପାଇବା ଆସାଇଅନି ଏ ଜଗତର୍ ବେବାରିମନ୍ ସାଉକାର୍ ଅଇଗାଲାଇ ।”
ତାର୍ ଜେତ୍କି ଦନ୍ ସଁପତି ଆରି ବଡ୍ପନ୍ ଆଚେ, ସେ ଇସାବେ ତାର୍ ଦୁକ୍ କସ୍ଟ ଆରି କାକୁର୍ତି ରଇସି । ସେ ନିଜ୍କେ କଇସି ‘ମୁଇ ଇତି ସାସନ୍ କର୍ବା ଗଟେକ୍ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍ବି ?
ସେମନ୍ ଆରିତରେକ୍ ଆଉଲିଅଇଲାଇ । “ପର୍ମେସର୍କେ ଜୁଆର୍ କରା । ସେ ବଡ୍ ନଅର୍ ଜଇଲଗେ ପଡ୍ଲାର୍ପାଇ ଉଟ୍ଲା ଦୁଆଁ କେବେ ନ ସାରେ ।”
ତେବର୍ପାଇ ମୁଇ ତାକେ ବଡ୍ ବେମାର୍ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍ ସଙ୍ଗ୍ ଜେତ୍କି ଲକ୍ମନ୍ ପାପ୍ କରିରଇଲାଇ, ମୁଇ ସେମନ୍କେ ବେସି ଦୁକ୍ କସ୍ଟ ଦେବି । ତାର୍ କରାପ୍ ଚଲାଚଲ୍ତିଟାନେ ମିସିରଇବା ଜେତ୍କି ଲକ୍ମନ୍ ନ ବାଉଡ୍ଲେ, ଏ ସବୁଜାକ ମୁଇ ଏବେସେ କର୍ବି ।